ଚର୍ବି

ଉଇକିଅଭିଧାନ‌ରୁ

ବିଶେଷ
ଶରୀରରେ ଚମଡ଼ାତଳେ ଜମାହୋଇଥିବା ମେଦ

ପ୍ରତିଶବ୍ଦ[ସମ୍ପାଦନା]

  1. ସ୍ନେହ
  2. ମେଦଚର୍ବି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]

୧. ମେଦ; ବସା — ୧. Animal fat.
୨. ମୃତ ଜୀବର ବସା ତରଳାଯାଇ ପ୍ରସ୍ତୁତ ହେବା ଦ୍ରବ୍ୟ — ୨. Lard; grease.

[ଦ୍ରଷ୍ଟବ୍ୟ —ଏହା ସଫେଦ ବା ଈଷତ୍ ହଳଦିଆ ତୈଳାକ୍ତ ଗାଢ଼ ଦ୍ରବ; ପ୍ରାଣୀମାନଙ୍କ ଦେହରେ ଓ ଗଛ ଭିତରେ ଓ କେତେକ ଫଳରେ ଥାଏ ବୈଦ୍ୟକ ଅନୁସାରେ ଏହା ଶରୀରସ୍ଥ ସପ୍ତଧାତୁରୁ ଏକ; ଏହା ପାଣିରେ ଗୋଳିହୁଏ ନାହିଁ; ଏଥିରେ ମଲମ. ସାବୁନ ମହଣ ବତୀ ହୁଏ ଏହା ଇଞ୍ଜିନର ଗଣ୍ଠିମାନଙ୍କରେ ଦିଆଯାଏ ଓ ତେଲ ପରିବର୍ତ୍ତିରେ ଏହା ବ୍ୟବହୃତ ହୁଏ ]