ଚର୍ବ୍ୱଣ
ଦେଖଣା
ଚର୍ବ୍ୱଣ
ଉଚ୍ଚାରଣ
[ସମ୍ପାଦନା](ଚର୍ବଣ—ଅନ୍ୟରୂପ)
(ଚର୍ବ୍ୱିତ—ବିଣ)
ସଂସ୍କୃତ - ବିଶେଷ୍ୟ - (ଚର୍ବ୍ୱ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଚୋବାଇବା; ଦନ୍ତ—ଦ୍ୱାରା ପେଷଣ କ୍ରିୟା —୧. Chewing; munching; mesticating.
- ୨. ଯେଉଁ ବସ୍ତୁ ଚୋବାଯାଇପାରେ — ୨. A thing which can be chewd.
- ୩. ଚବେଣା (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୩. Chabeṇā (See)