ଚର୍ବ୍ୱିତ
ଦେଖଣା
ଚର୍ବ୍ୱିତ
ଉଚ୍ଚାରଣ
[ସମ୍ପାଦନା](ଚର୍ବିତ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ଚର୍ବ୍ୱ ଧାତୁ କର୍ମ+ତ)
[ସମ୍ପାଦନା]- ୧. ସ୍ୱାଦିତ —୧. Tasted.
- ୨. ଯାହାକୁ ଚୋବା ଯାଏ — ୨. Chewed; masticated.
- ୩. ଚୋବାଇ କରି ଖିଆଯିବା — ୩. Eaten after mastication.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପାନପିକ; ଛେପ; ଛାପ —୧. Spittle.
- ୨. ଗୋରୁ ଆଦିଙ୍କ ପାଗୁଳି —୨. Cud.
- ୩. ଚର୍ବ୍ୱଣ —୩. Chewing; mastication.