Jump to content

ଚର୍ବ୍ୱିତଚର୍ବ୍ୱଣ

ଉଇକିଅଭିଧାନ‌ରୁ

ଚର୍ବ୍ୱିତଚର୍ବ୍ୱଣ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Charbbitacharbbaṇa
  • ଆଇ.ପି.ଏ. — tʃˈɔ ɾˈɔ hˈʌlˈʌntɔ bˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ tˈɔ tʃˈɔ ɾˈɔ hˈʌlˈʌntɔ bˈɔ hˈʌlˈʌntɔ lˈetəbˈiːʃˈatoˈekˈo ɳˈɔ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚର୍ବ୍ୱିତ+ ଚର୍ବ୍ୱଣ)

[ସମ୍ପାଦନା]
୧. ପାଗୁଳି —୧. Chewing of the cud.
୨. (ଲକ୍ଷଣାର୍ଥ) କଥିତ ବସ୍ତୁର ପୁନଃ କଥନ — ୨. (figurative) Repetition of a thing already said.
୩. (ଲକ୍ଷଣାର୍ଥ) କୃତ କାର୍ଯ୍ୟର ପୁନଃକରଣ —୩. (fig.) Redoing of a work once done.