ଚର୍ବ୍ୱ୍ୟ ଚୂଷ୍ୟ ଲେହ୍ୟ ପେୟ
ଦେଖଣା
ଚର୍ବ୍ୱ୍ୟ ଚୂଷ୍ୟ ଲେହ୍ୟ ପେୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦ୍ୱନ୍ଦ୍ୱ; କିନ୍ତୁ ବିଶେଷ୍ୟରୂପେ ଭାଷାରେ ବ୍ୟ୍ୟବହାର)
[ସମ୍ପାଦନା]ସବୁପ୍ରକାରର ଖାଦ୍ୟଦ୍ରବ୍ୟ; ଯାହା ଚୋବାଇ କରି, ଯାହା ଚୋଷିକରି, ଯାହା ଚାଟିକରି ଓ ଯାହା ପିଇକରି ଖିଆ— ଯାଏ —Food of every kind; sundry eatables (consisting of articles taken by chewing , by sucking ,by licking and by drinking.)
[ଦ୍ରଷ୍ଟବ୍ୟ —କେହି କେହି ଲେଖକ ଚର୍ବ୍ୱ୍ୟ, ଚୂଷ୍ୟ, ଲେହ୍ୟ, ପେୟ ସ୍ଥଳରେ ଅଶୁଦ୍ଧରୂପେ ଚବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ବ୍ୟବହାର କରିବାରେ ଦେଖାଯାଏ]