ଚର୍ମଚଟିକା
ଚର୍ମ୍ମଚଟିକା, ଚର୍ମଚଟୀ, ଚର୍ମଚଟକାଅନ୍ୟରୂପେ
ଚମଚିକା; ଚମରଚଟିଆ; ଚେମିଣି —The small house bat; Cynopterus Marginatus.
[ଦ୍ରଷ୍ଟବ୍ୟ —ଏମାନେ ଘରେ ଓ ଦେଉଳରେ ରହନ୍ତି]