Jump to content

ଚର୍ମଚିତ୍ର

ଉଇକିଅଭିଧାନ‌ରୁ

ଚର୍ମଚିତ୍ର

ଉଚ୍ଚାରଣ

[ସମ୍ପାଦନା]

ଚର୍ମ୍ମଚିତ୍ର, ଚର୍ମଚିତ୍ରକ ଅନ୍ୟରୂପେ

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚର୍ମ+ଚିତ୍ର; ଯାହା ଚର୍ମକୁ ଚିତ୍ରବିଚିତ୍ର କରେ)

[ସମ୍ପାଦନା]
୧. ଶ୍ୱେତ କୁଷ୍ଠରୋଗ — ୧. Lencoderma; the white disease.
୨. (ଯାହାର ଚର୍ମ ଚିତ୍ରବିଚିତ୍ର) ଚିତ୍ରମୃଗ; ବାହୁଟିଆ — ୨. Spotted deer.