ଚର୍ମତରଙ୍ଗ
ଦେଖଣା
ଚର୍ମତରଙ୍ଗ
ଉଚ୍ଚାରଣ
[ସମ୍ପାଦନା](ଚର୍ମ୍ମତରଙ୍ଗ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଜରା ବା ରୋଗଗ୍ରସ୍ତ ବ୍ୟକ୍ତିର)
[ସମ୍ପାଦନା]- ୧. ଶିଥିଳ ଚର୍ମ୍ମ; ବଳିପଳିତ ଚର୍ମ — ୧. Hanging skin of an old or sick person.
- ୨. ପଳିତ ଚର୍ମର ବଳି —୨. Folds or flaps of hanging skin of an old or sick person.
- ୩. ସ୍ଥୂଳକାୟ ବ୍ୟକ୍ତିଙ୍କ ପେଟର ମେରୁ ଓହୋଳିଥିବା ପୁଟୀ — ୩. Folds of skin bulging out of the belly of a fat person.