ଚର୍ମଦ୍ରୁମ
(ଚର୍ମ୍ମଦ୍ରୁମ—ଅନ୍ୟରୂପ)
ଭୁର୍ଜ ପତ୍ରର ଗଛ (ଯାହାର ପାତଳା ଛାଲ କାଗଜରୂପେ ଲେଖିବାରେ ବ୍ୟବହୃତ ହୋଇପାରେ) — A variety of the birch tree whose thin bark was used for paper; Betula Bhurja.