Jump to content

ଚର୍ମବାସ

ଉଇକିଅଭିଧାନ‌ରୁ

ଚର୍ମବାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଚର୍ମ+ବାସ)

[ସମ୍ପାଦନା]

ବ୍ୟାଘ୍ର ଓ ମୃଗଚର୍ମ ପିନ୍ଧିଥିବା (ବ୍ୟକ୍ତି) — Wearing skin (of tiger and deer).

ଶ୍ଲୋକ ତହିଁରେ ଅଛି ସହସ୍ର ଦ୍ୱାଦଶ କହିଅଛନ୍ତି ଚର୍ମବାସ ବେଦବ୍ୟା କୃଷ୍ଣସିଂହ. ମହାଭାରତ. ଆଦି