ଚର୍ମାଖ୍ୟ
(ଚର୍ମ୍ମାଖ୍ୟ—ଅନ୍ୟରୂପ)
କ୍ଷୁଦ୍ର କୁଷ୍ଠବିଶେଷ (ଏଥିରେ ଦେହର ଚମଡ଼ା ଟାଣୁଆ ହୋଇଯାଏ) — A kind of skin disease; Scleroderma (accompanied by rigidity and hardness of the skin.)