ଚର୍ମିକ
ଦେଖଣା
ଚର୍ମିକ
ଉଚ୍ଚାରଣ
[ସମ୍ପାଦନା](ଚର୍ମ୍ମିକ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ଚର୍ମ+ଇକ; ଯେ ଚର୍ମନିର୍ମିତ ଫଳକ ଧାରଣ କରି ଯୁଦ୍ଧ କରେ)
[ସମ୍ପାଦନା]ଢାଲ ଧରିଥିବା (ଯୋଦ୍ଧା); ଢାଲଧାରୀ — Fighting with or carrying a leathern shield.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଢାଲ ଧରି ଯୁଦ୍ଧ କରିବା ଯୋଦ୍ଧା — ୧. A warrier who fights with a shield in his hand.
- ୨. (ଚର୍ମ+କ) ଭୂର୍ଜପତ୍ର (ପ୍ରକୃତିବାଦ) — ୨. The leaf of Birch.
- ୩. ପାର୍ଚ୍ଚମେଣ୍ଟ (ପ୍ରକୃତିବାଦ) —୩. Parchment.