ଚର୍ଯ୍ୟ
(ଚର୍ଯ୍ୟା—ସ୍ତ୍ରୀ)
ଆଚରିତ ହେବାର ଯୋଗ୍ୟ; ଆଚରଣୀୟ; କରଣୀୟ; କର୍ତ୍ତବ୍ୟ — Proper or fit to be practised incumbent.