ଚର୍ଯ୍ୟା
ଦେଖଣା
ଚର୍ଯ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚର ଧାତୁ+ଭାବ. ଯ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଆଚରଣ — ୧. Conduct; rules of conduct.
(ଯଥା—ଦିନଚର୍ଯ୍ୟା; ଋତୁଚର୍ଯ୍ୟା)
- ୨. ଗତି —୨. Movement; motion.
- ୩. ପାଳନ —୩. Bringing up; practising; observance.
(ଯଥା—ବ୍ରତଚର୍ଯ୍ୟା)
- ୪. ରକ୍ଷା —୪. Protecting.
- ୫. ସେବା —୫. Serving; tending; looking after.
(ଯଥା—ଅତିଥିଚର୍ଯ୍ୟା)
- ୬. ଆହାର; ଭୋଜନ —୬. Eating.
- ୭. ଚରିତ୍ର —୭. Character.
- ୮. ବିଧି ବା ଆଚାର ପାଳନ — ୮. Observance of rules and customs.
- ୯. ବ୍ରତ ବା ଧର୍ମକାର୍ଯ୍ୟ କରଣ — ୯. Parctice of religious austerities.
- ୧. ବୃତ୍ତି; ଜୀବିକା (ହିନ୍ଦୀ - ଶଦ୍ଦସାଗର) — ୧୦. Profession.