Jump to content

ଚଲଉ

ଉଇକିଅଭିଧାନ‌ରୁ

ଚଲଉ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳନ)

[ସମ୍ପାଦନା]
୧. ଯାନଆଦିର ଗତିର ବେଗ — ୧. Velocity of a conveyance.

(ଯଥା—ଏ ରେଳଗାଡ଼ିର ଚଲଉ ଘଣ୍ଟାକେ ୩ମାଇଲ)

୨. ଗତିର କ୍ରମ ବା ପ୍ରକାର; ଚାଲି — ୨. Mode or manner of motion.
୩. ଗତି —୩. Motion.

(ଯଥା—ଏ ହାଲୁକା ସବାରୀ ଖଣ୍ଡକର ଚଲଉ ଭଲ ଅଟେ)