ଚଲଣା
ଦେଖଣା
ଚଲଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଚଳନ)—ଚଳଣ (ଦେଖ) - — ୧. Chaḻaṇa (See)
- ୨. (ସଂସ୍କୃତ - ଦୋଳାଶ୍ୱ—ହରେକୃଷ୍ଣ ଦ୍ରବ୍ୟଗୁଣ) ଏକ ପ୍ରକାର ନିକୃଷ୍ଟ ଲାଉ ଜାତୀୟ ଫଳ; ତରୁଭୁଜବିଶେଷ — ୨. A kind of inferior gourd.
ଚଲଣା ଚୋରକୁ ମୁଣ୍ଡା କାଟ ଶାସ୍ତି—ଢଗ
- ୩. ଏକପ୍ରକାର ଖଟା ଫଳ; ଚଳତା — ୩. A kind of acid fruit (Howells)
- ୪. ଏକପ୍ରକାର ବସ୍ତ୍ର; ଏକପ୍ରକାର କାଛି ବା ଲେଙ୍ଗୁଟି— (ଗୋପୀନାଥ ନନ୍ଦ) — ୪. A kind of under wear or strip of cloth worn under the dress round the private parts.
ଭୀମ ଚଲଣାଟିଏ ପିନ୍ଧି ହୋଇଲେ କାଛିକୁଛି—କୃଷ୍ଣସିଂହ. ମହାଭାରତ. ବିରାଟ