ଚଲାକି
ଦେଖଣା
ଚଲାକି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳ ଧାତୁ)
[ସମ୍ପାଦନା]ପାଦରେ ଚାଲିବା; ପଦବ୍ରଜ; ପାଦଚାରଣ —Walking on foot.
(ଯଥା—ମୁଁ ପୁରୀଠାରୁ ଚଲାକିରେ କଟକ ଆସିଲି)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ବାଟରେ ଗାଡ଼ି ଘୋଡ଼ାର ବ୍ୟବହାର କରାଯାଇ ପାରେ ନାହିଁ—କେବଳ ଗୋଡ଼ରେ ଚାଲିବାକୁ ହୁଏ —(a road) Passable by foot only (i.e. not passable by any conveyance).
- ୨. ଯେଉଁ ପଥରେ କାଦୁଅ ଆଦି ନ ଥିବାର କିମ୍ୱା ସମତଳ ହୋଇଥିବାରୁ ସେଥିରେ ଚାଲିବାକୁ ସୁଖ ହୁଏ — ୨. (a road) Which is comfortable to walk upon.
ଅନୁବାଦ
[ସମ୍ପାଦନା](ଚଲାଖି—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚାଲକୀ)
[ସମ୍ପାଦନା]- ୧. ତୀଷ୍ଣବୁଦ୍ଧି — ୧. Sharp intelligence.
- ୨. ଚତୁରତା —୨. Cleverness.
- ୩. ଫନ୍ଦି; ଧୂର୍ତ୍ତକା — ୩. Trick; fraud; artifice.