ଚଲାବୁଲା
ଦେଖଣା
ଚଲାବୁଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର; ସଂସ୍କୃତ - ଚଳନ+ଭ୍ରମଣ)
[ସମ୍ପାଦନା]- ୧. ଇତସ୍ତତଃ ଗମନ — ୧. Moving to and fro.
- ୨. ଇତସ୍ତତଃ ଭ୍ରମଣ — ୨. Walking about.
- ୩. ଯାତାୟାତ କରିବା —୩. Frequenting.
- ୪. ପାଦଚାରଣ —୪. Walking.
ଦେଶଜ - ବିଶେଷଣ -
[ସମ୍ପାଦନା]ଇତସ୍ତତଃ ଭ୍ରମଣ କରୁଥିବା — Moving about.