Jump to content

ଚଳକେତୁ

ଉଇକିଅଭିଧାନ‌ରୁ

ଚଳକେତୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଚଳ+କେତୁ)

[ସମ୍ପାଦନା]

ଧୂମକେତୁବିଶେଷ — Name of a comet.

[ ଦ୍ର—ଏହା ପଶ୍ଚିମ ଆକାଶରେ ଉଦୟ ହୁଏ ଏହାର ମୁଣ୍ଡ ଦକ୍ଷିଣାକୁ ଓ ପୁଚ୍ଛ ଉତ୍ତରକୁ ଥାଏ ଏହା ଉଦୟ ହୋଇ କ୍ରମଶଃ ଉତ୍ତର ଆଡ଼କୁ ଗତି କରି ସପ୍ତର୍ଷିମଣ୍ଡଳ ବା ଅଭିଜିତ୍ ନକ୍ଷତ୍ର ପର୍ଯ୍ୟନ୍ତ ଅଗ୍ରସର ହୁଏ ଓ ହଠାତ୍ ଆକାଶ ମଧ୍ୟରେ ଅଦୃଶ୍ୟ ହୋଇଯାଏ ଫଳିତ ଜ୍ୟୋତିଷ ମତରେ ଏହାର ଉଦୟ ହେବାର ୧ମାସଠାରୁ ୧୮: ମାସ ମଧ୍ୟରେ ଦେଶରେ ଦୁର୍ଭିକ୍ଷାଦି ବିପତ୍ପାତ ହୁଏ— (ହିନ୍ଦୀ - ଶବ୍ଦସାଗର) ]