ଚଳଚିତ୍ତ
ଦେଖଣା
ଚଳଚିତ୍ତ
ଉଚ୍ଚାରଣ
[ସମ୍ପାଦନା](ଚଳଚିତ୍ତା—ସ୍ତ୍ରୀ)
ଚଳଚିତ୍ତତା, ଚଳଚିତ୍ତତ୍ୱବିଶେଷ୍ୟ -
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଚଳ+ଚିତ୍ତ)
[ସମ୍ପାଦନା]- ୧. ଯାହାର ମତିର ସ୍ଥିରତା ନାହିଁ; ଚଞ୍ଚଳସ୍ୱଭାବ; ଚପଳଚିତ୍ତ —୧. Fickle-minded.
- ୨. ଅବ୍ୟବସ୍ଥିତଚିତ୍ତ —୨. Of unsteady mind; of movable temper.
- ୩. ଉଦ୍ୱିଗ୍ନ; ବ୍ୟାକୁଳ — ୩. Anxious; agitated; perturbed.