Jump to content

ଚଳଣ

ଉଇକିଅଭିଧାନ‌ରୁ

ଚଳଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳନ)

[ସମ୍ପାଦନା]
୧. ଚଳିବାର ରୀତି — ୧. Usage; custom.
୨. ଆଚରଣ —୨. Conduct.
୩. ବ୍ୟବହାର —୩. The state of being vogue or use.
୪. ସାମାଜିକ ଆଦାନପ୍ରଦାନ ବା ସମ୍ପର୍କ — ୪. Social connection; social intercourse.

[ ଦ୍ର—ଚାଲି ଶବ୍ଦ ପରେ ଏ ଶବ୍ଦ ସହଚରରୂପେ ବ୍ୟବହୃତ ହୁଏ ଯଥା—ଚାଲିଚଳଣ]