ଚଳଣି
ଦେଖଣା
ଚଳଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଚଳନ)
[ସମ୍ପାଦନା]- ୧. ବ୍ୟବହାର — ୧. Practice.
- ୨. ଦେଶାଚାର —୨. Usage of a country; custom.
- ୩. ଦେଶରେ ମୁଦ୍ରାରୂପେ ବ୍ୟବହାର —୩. Currency.
- ୪. ଅଭ୍ୟାସ —୪. Habit.
- ୫. ଆଚରଣ; ବ୍ୟବହାର —୫. Behaviour; conduct.
- ୬. ଚଳିବାର ରୀତି —୬. Mode of life.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପ୍ରଚଳିତ —୧. In use; customary.
- ୨. ମୁଦ୍ରାରୂପେ ପ୍ରଚଳିତ —୨. Current (coin).