Jump to content

ଚଳତି

ଉଇକିଅଭିଧାନ‌ରୁ

ଚଳତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚଲ୍ତି—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂ ଚଳତ୍; ସ୍ତ୍ରୀ ଚଳତୀ)

[ସମ୍ପାଦନା]
୧. ପ୍ରଚଳିତ; ଚଳନ୍ତି —୧. Current; in vogue.
୨. ବ୍ୟବହୃତ —୨. In use.
୩. ଗତିବିଶିଷ୍ଟ —୩. Moving.

ବିଶେଷ୍ୟ -

[ସମ୍ପାଦନା]
୧. ସାମାଜିକ କାର୍ଯ୍ୟରେ ପରସ୍ପର ମଧ୍ୟରେ ବିବାହ, ଶବବହନ ଓ ଖାଦ୍ୟଭୋଜନାଦି ସମ୍ପର୍କ — ୧. Social intercommunication (in the matter of dining, marriage, carrying dead- body etc).
୨. ବ୍ୟବହାର; ପ୍ରଚଳନ —୨. Use.