Jump to content

ଚଳତ୍

ଉଇକିଅଭିଧାନ‌ରୁ

ଚଳତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚଳତ୍=ଚଳୁଥିବା, ଚଳ+କର୍ତ୍ତୃ. ଅତ୍ (ଶତୃ ପ୍ରତ୍ୟୟ)

[ସମ୍ପାଦନା]
୧. ଚଞ୍ଚଳ; ରପଳ —୧. Unsteady.
୨. ଜଙ୍ଗମ; ଗମନଶୀଳ; ଚଳୁଥିବା; ଚଳିତ — ୨. Moving; movable.
୩. ଦେଶରେ ବ୍ୟବହୃତ; ପ୍ରଚଳିତ; ଚଳନ୍ତି — ୩. Current; in use; in vogue.

(ଯଥା—ଅମୁକ ଶବ୍ଦକୁ ତୁମଆଡ଼େ ଚଳତ୍ କଥାରେ କି ନାମରେ ଡ଼ାକନ୍ତି ?)

୪. ଧାବମାନ —୪. Running.
୫. କମ୍ପମାନ —୫. Trembling.
୬. କାର୍ଯ୍ୟ ଚଳିଯିବା ଉପଯୋଗୀ (ଅବସ୍ଥା) — ୬. (condition) Fit or proper for the doing of a work; passable; tolerable.
୭. ସଚଳ; ସଂସାର ଚଳିବା ଭଳି ସକ୍ଷମ (ବୈଷୟିକ ଅବସ୍ଥା) — ୭. Well-to-do worldly circumstance).