Jump to content

ଚଳଦଳ

ଉଇକିଅଭିଧାନ‌ରୁ

ଚଳଦଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚଳ+ଦଳ; ଯାହାର ପତ୍ର ସର୍ବଦା ପବନରେ ଥରୁଥାଏ)

[ସମ୍ପାଦନା]

ଅଶ୍ୱତ୍ଥଗଛ; ଓସ୍ତଗଛ — The Peepal tree; the holy fig; Ficus Religiosa.