Jump to content

ଚଳନକଳନ

ଉଇକିଅଭିଧାନ‌ରୁ

ଚଳନକଳନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚଳନ+କଳନ)

[ସମ୍ପାଦନା]

ଜ୍ୟୋତିଷରେ ଯେଉଁ ଗଣନାଦ୍ୱାରା ପୃଥିବୀର ଗତିର ତାରତମ୍ୟ ଅନୁସାରେ ଦିନ ରାତି ବଢିବା ଓ କମିବାର ହିସାବ କରାଯାଏ (ହିନ୍ଦୀ - ଶବ୍ଦସାଗର) — Astronomical calculation by which the gradual lengthening and shortening of the day and night are calculated according to difference in the motion of the Earth.