Jump to content

ଚଳନସହି

ଉଇକିଅଭିଧାନ‌ରୁ

ଚଳନସହି

ଉଚ୍ଚାରଣ

[ସମ୍ପାଦନା]

(ଚଳନସଇ—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ଚଳନ ଓ ସହ ଧାତୁ)

[ସମ୍ପାଦନା]
୧. କାର୍ଯ୍ୟ ଚଳିବାର ଉପଯୁକ୍ତ; ଯାହାଦ୍ୱାରା କାମ ଚଳି ଯାଇପାରେ — ୧. Passable; tolerable.
୨. ସାଧାରଣରେ ପ୍ରଚଳିତ — ୨. In current or ordinary use.