Jump to content

ଚଳନାକାଚ୍ଛ

ଉଇକିଅଭିଧାନ‌ରୁ

ଚଳନାକାଚ୍ଛ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚଳତ୍ ଓ କଚ୍ଛ)

[ସମ୍ପାଦନା]

ଫେରି ଲମ୍ୱିଥିବା କାଛ ବା କାଛିଆ; ଯେଉଁ କାଛର ଆଗ ପାଖ ଫେରି ତଳକୁ ଲମ୍ୱି ଥିବାରୁ ହଲୁଥାଏ —A tight loin-strip of cloth of which one end hangs down from the navel in front.