Jump to content

ଚଳନୀୟ

ଉଇକିଅଭିଧାନ‌ରୁ

ଚଳନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚଳ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ବବ୍ୟହାର୍ଯ୍ୟ; ଚଳିବାର ଯୋଗ୍ୟ — ୧. Fit to be used.
୨. ପ୍ରଚଳିତ; ଚଳୁଥିବା —୨. In use; in vogue.
୩. ଚାଳିତ ହେବାର ଯୋଗ୍ୟ — ୩. Fit to be moved or shaken (M.W.); current.