Jump to content

ଚଳନ୍ତି ପ୍ରତିମା

ଉଇକିଅଭିଧାନ‌ରୁ

ଚଳନ୍ତି ପ୍ରତିମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳତ୍ ଓ ପ୍ରତିମା)

[ସମ୍ପାଦନା]
୧. ବିଜେ ପ୍ରତିମା; ପ୍ରତିନିଧିରୂପେ ସ୍ଥାପିତ ଦେବମୂର୍ତ୍ତି — ୧. Removable images of irremov. able idols (Which are taken out to different places.)

[ ଦ୍ର—ଯେଉଁ ଦେବମୂର୍ତ୍ତିମାନ ଅଚଳ ଅର୍ଥାତ୍ ସ୍ଥାନାନ୍ତରିତ ହେବା ଅସମ୍ଭବ (ଯଥା—ଶିବଲିଙ୍ଗ, ବଡ଼ ବଡ଼ ପାଷାଣବିଗ୍ରହ) ଦେବାଳୟମାନଙ୍କରେ ସେହି ମୂର୍ତ୍ତିମାନଙ୍କର ପ୍ରତିନିଧିରୂପେ କ୍ଷୁଦ୍ରତର ଅବୟବବିଶିଷ୍ଟ ଓ ସ୍ଥାନାନ୍ତରକୁ ଚାଳିତ ହେବା ଯୋଗ୍ୟ ମୁର୍ତ୍ତିମାନ ରଖାଯାଇ ପୂଜା କରାଯାଉଥାଆନ୍ତି ଯାନିଯାତ୍ରା ସମୟରେ ପ୍ରକୃତ ଦେବବିଗ୍ରହମାନଙ୍କୁ ବିମାନଦିରେ ଉତ୍ସବସ୍ଥଳକୁ ନିଆଯାଏ]

୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିଙ୍କର ପ୍ରତିନିଧି — ୨. (figurative) A representative of a person.

(ଯଥା—ମେନେଜର ବାବୁ ରାଜ ସାହେବଙ୍କର ଚଳନ୍ତି ପ୍ରତିମା)