ଚଳନ୍ତି ମୁଦ୍ରା
ଦେଖଣା
ଚଳନ୍ତି ମୁଦ୍ରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚଳନ୍ତି ମୁଦ୍ରା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳତ୍+ଓ. ମୁଦା)
[ସମ୍ପାଦନା]- ୧. ପ୍ରଚଳିତ ମୁଦ୍ରା; ଯେଉଁ ମୁଦ୍ରା ଧନାଦିର ବିନିମୟରେ ବ୍ୟବହୃତ ହୁଏ — ୧. Current coin.
- ୨. ଯେଉଁ ମୁଦ୍ରାର ରାଜକୀୟ ଛାପ ଆଦି ଘଷରା ହୋଇ ନ ଥାଏ ଓ ଯହିଁରେ ଦାଗ ଆଦି ନ ଥାଏ — ୨. A coin in which the marks have not benn worn out.