Jump to content

ଚଳପ୍ରଚଳ

ଉଇକିଅଭିଧାନ‌ରୁ

ଚଳପ୍ରଚଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର)

[ସମ୍ପାଦନା]
୧. ଗମନାଗମନ — ୧. Coming and going; frequenting.
୨. ପରସ୍ପର ମଧ୍ୟରେ ସଂଶ୍ରବ —୨. Intercourse.

ତୋହର ବନ୍ଧ ମୁକ୍ତି ନାହିଁ, ଚଳପ୍ରଚଳ ଅବା କାହିଁ—ଭୂପତି. ପ୍ରେମପଞ୍ଚାମୃତ

୩. ଗତିବିଧି —୩. Movements.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନିର୍ଦ୍ଧାରିତ ମାତ୍ରାରୁ ସାମାନ୍ୟ ମାତ୍ରାରେ କମ ବେଶୀ; ନିର୍ଦ୍ଦିଷ୍ଟ ମାତ୍ରାରୁ ସାମାନ୍ୟ ଅତିକ୍ରମ କରିଥିବା — ୧. A little more or less than the given quantity.
୨. ଯାତାୟାତ —୨. Frequenting; coming and going.

(ଯଥା—କଟକରେ ମୁଁ ପଇଁଚାଳିଶି ବର୍ଷ ହେଲା ଚଳପ୍ରଚଳ ହେଉଅଛି)

୩. ପରସ୍ପର ମଧ୍ୟରେ ସଂଶ୍ରବଯୁକ୍ତ —୩. Having mutual intercourse or connection.