ଦେଶଜ - ବିଶେଷଣ - (ସଂସ୍କୃତ - ଚଳ ଓ ମୁକୁଟ)
[ସମ୍ପାଦନା]
ମସ୍ତକଚାଳନ ହେତୁରୁ ଯେଉଁମାନଙ୍କ ମୁକୁଟ ଇତସ୍ତତଃ ସଞ୍ଚାଳିତ ହେଉଥାଏ —With the crowns moving to and fro (due to the movement of the head).
ଚାରି ହରିତରେ ଘେରି, ଚରାଉଥାନ୍ତି ବାଛୁରୀ ଚଳମୁକୁଟିଆ ସଖାମାନେ କବିସୂର୍ଯ୍ୟ. କିଶୋରୀଚମ୍ପୁ