Jump to content

ଚଳସି

ଉଇକିଅଭିଧାନ‌ରୁ

ଚଳସି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ)କ୍ରିୟାପଦ - (ସଂସ୍କୃତ - ଚଳ ଧାତୁ ବର୍ତ୍ତମାନ କାଳ ମଧ୍ୟମପୁରୁଷ ୧ ବଚନର ରୂପ)

[ସମ୍ପାଦନା]

(ତୁମ୍ଭେ) ଯାଅ; ଚାଲ — (you) Go

ଦ୍ରହସିତମୁଖେ ଚଳସି ରାଧା, ଶ୍ରୀକୃଷ୍ଣ ହୃଦରେ ମଦନବାଧା—ପ୍ରାଚୀ. ରସବାରିଧି