ଚଳା
ଦେଖଣା
ଚଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଚଳ+ସ୍ତ୍ରୀ. ଆ)
[ସମ୍ପାଦନା]ଚଳର ସ୍ତ୍ରୀଲିଙ୍ଗ — Feminine of Chaḻa.
- ୧. ଚଞ୍ଚଳା (ସ୍ତ୍ରୀ) —୧. Moving (female).
- ୨. ଅସ୍ଥିରା —୨. Roving.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଲକ୍ଷ୍ମୀ —୧. Lakshmi; Goddess of fortune.
- ୨. ବିଦ୍ୟୁତ୍ —୨. Lightning.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିଚଳିତ ହେବା —୧. Moving.
- ୨. ଟିପ୍ପଣା; ଟିପା; ସଂକ୍ଷିପ୍ତ ହିସାବ — ୨. Short note; memo.
- ୩. (ସଂସ୍କୃତ - ଚୁଳ) ଚଳ; ପୋଷ —୩. Handful.
- ୪. ପ୍ରେରିତ ଟଙ୍କା ବା ଜିନିଷର ତାଲିକା; ଚାଲାଣ — ୪. Invoice; memo of consigned or transmitted articles or cash.