ଚଳାଚଳ
ଦେଖଣା
ଚଳାଚଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚଳ+ଚଳ; ନିପାତନ)
[ସମ୍ପାଦନା]- ୧. ହରିତ — ୧. Quick; speedy.
- ୨. ଲୋଳ; ଅତ୍ୟ୍ୟନ୍ତ ଚଞ୍ଚଳ — ୨. Very fickle; unstable wavering.
- ୩. ସର୍ବଦା ଗତିବିଶିଷ୍ଟ (ସଂସାରଚକ୍ର) ୩. Evermoving (M.W.)
- ୪. ଇତସ୍ତତଃ ଗତିଶୀଳ —୪. Moving to and fro.
କି ଦେଶ ଚଳାଚଳ ଚାରୁ ଚନ୍ଦ୍ରିକାଚୁଳ କବିସୂର୍ଯ୍ୟ. କିଶୋରୀଚମ୍ପୂ
- ୫. ପରିବର୍ତ୍ତନଶୀଳ —୫. Changeable (M.W.)
- ୬. (ଚଳ+ଅଚଳ)—ପ୍ରଚଳିତ ଓ ଅପ୍ରଚଳିତ; ବ୍ୟବହ଼ୃତ ଓ ଅବ୍ୟବହୁତ —୬. Current and obsolete; used and unused.
- ୭. ଚଳନ୍ତି ଓ ଅଚଳନ୍ତି (ପଦାର୍ଥ) —୭. Movable and immovable; locomotive and stationary (things).
- ୮. (ଅସ୍ଥି ବିଜ୍ଞାନ) ଆଂଶକ ଚଳୁଥିବା ପୁଣି ଅଚଳ ହେବା (ଅସ୍ଥିସନ୍ଧି) (ଜ୍ଞାନେନ୍ଦ୍ର) —୮. (osteology). Appearthrodial (bone-joints.).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କାକ —୧. Crow; raven.
- ୨. ବାକ୍ୟ (ଜ୍ଞାନେନ୍ଦ୍ର) —୨. Word; speech.
- ୩. (ଆଧୁନିକ ଅସ୍ଥିବିଜ୍ଞାନପରିଭାଷା)—ଯେଉଁ ସବୁ ଅସ୍ଥିସନ୍ଧି ଆଂଶିକ ଚଳେ ଓ ପୁଣି ଅଚଳ ହୁଏ (ଜ୍ଞାନେନ୍ଦ୍ର) —(osteology) Amphiarthrodial joints; mixed joints.
- ୪. (ଅସ୍ଥିବିଜ୍ଞାନ) ଚଳାଚଳ ଅସ୍ଥିସନ୍ଧିର ଆଂଶିକ ଚଳନ ଓ ସ୍ଥିରତା (ଜ୍ଞାନେନ୍ଦ୍ର) —୪. (osteology) Amphiarthrosis; symphysis.
ଅନୁବାଦ
[ସମ୍ପାଦନା]ଚଳାଚଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପର ମଧ୍ୟରେ ସାମାଜିକ ଘନିଷ୍ଠତା ବା ସଂଶ୍ରବ; ଚଳାଚଳି —୧. Social intercourse; mutual social connection.
- ୨. କାର୍ଯ୍ୟ ଚଳିବା; କାର୍ଯ୍ୟନିର୍ବାହ; କାର୍ଯ୍ୟ ପରିଚାଳନ — ୨. Administration; conduct of business; management.
- ୩. ଗମନାଗମନ; ଚଳପ୍ରଚଳ — ୩. Coming and going.
- ୪. ସାଂସାରିକ ସ୍ୱାଚ୍ଛନ୍ଦ୍ୟ —୪. Making both ends meet; state of a being well-to-do.
- ୫. ଚଳାଚଳି (ଦେଖ) - ୫. Chaḻāchaḻi (See)
ଦେଶଜ - ବିଶେଷଣ -
[ସମ୍ପାଦନା]ଚଳପ୍ରଚଳ (ଦେଖ) - Chaḻaprachaḻa (See)