ଚଳାଚଳି
ଦେଖଣା
ଚଳାଚଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳନ)
[ସମ୍ପାଦନା]- ୧. ପରସ୍ପର ମଧ୍ୟରେ ସଂଶ୍ରବ — ୧. Mutual connection; intercourse.
- ୨. କାର୍ଯ୍ୟଚାଳନ; ପରିଚାଳନ; ଶାସନ — ୨. Management; administration.
- ୩. ସମ୍ପାଦନ — ୩. Accomplishment; carrying on.
- ୪. ସାମାଜିକ ସଂଶ୍ରବ —୪. Social intercourse.
- ୫. ଯିବା ଆସିବା; ଗମନାଗମନ — ୫. Frequenting; coming and going.