ଚଳାଣ କରିବା
ଦେଖଣା
ଚଳାଣ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚଳାଣଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅପରାଧୀକୁ ଗିରଫଦାର କରି ବିଚାରାର୍ଥ ପ୍ରେରଣ କରିବା —୧. To send up an accused for trial; to chalān.
- ୨. ଧନାଦି ପ୍ରେରଣ କରିବ —୨. To send articles; to remit money.
- ୩. ପଣ୍ୟ ଦ୍ରବ୍ୟ ରପ୍ତାନି କରିବା —୩. To export commodities; to send commodities abroad.
- ୪. କୁଲିମାନଙ୍କୁ ଦୂର ଦେଶକୁ ପଠାଇବା — ୪. To send up batches of coolies or hired labourers abroad.