ଚଳାପାଙ୍ଗ
ଦେଖଣା
ଚଳାପାଙ୍ଗ
ଉଚ୍ଚାରଣ
[ସମ୍ପାଦନା](ଚଳାପାଙ୍ଗୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଚଳ+ଅପାଙ୍ଗ)
[ସମ୍ପାଦନା]- ୧. ଚଞ୍ଚଳଚକ୍ଷୁକୋଣ — ୧. Restless eyes.
- ୨. ଇତସ୍ତତଃ ସଞ୍ଚାଳିତ ଚକ୍ଷୁର କୌଣସି ଦୃଷ୍ଟି — ୨. Wandering side-glance.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଚଞ୍ଚଳ ଅପାଙ୍ଗଯୁକ୍ତ (ଯୁକ୍ତ) —With wandering side-glances; casting quick furtive glances.
ଚାରି ଚକ୍ଷୁ ମିଶାଇଲୁ ଆସିରେ ଚଳାପାଙ୍ଗି କବିସୂର୍ଯ୍ୟ, କିଶୋରୀଚମ୍ପୁ. ଚ ଗୀତ