ଚଳାମଣି
ଦେଶରେ କୌଣସି ଧାତୁ ବା ମୂଦ୍ରାର ଆଦାନପ୍ରଦାନ ଓ କାରବାରରେ ପ୍ରଚଳନ; ଚଳଣି — Currency.
ଚୀନଦେଶ କ୍ରମେ ରୂପା ଚଳାମଣି ବନ୍ଦ କରିବାପାଇଁ ନାନା ଉପାୟ କରିଛି ଦୈନିକ ଆଶା ୧୫୨୩୧: