Jump to content

ଚଳିଉଠିବା

ଉଇକିଅଭିଧାନ‌ରୁ

ଚଳିଉଠିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ହଠାତ୍ ରାଗିଯିବା; ରାଗାନ୍ୱିତ ହେବା — To be easily irritated.

ରାକ୍ଷସ ବୋଇଲା ଭଗ୍ନୀକି ଚଳିଉଠି ତାହାକୁ କି କହୁଛୁ ମୋତେ କରି ପିଠି—କୃଷ୍ଣସିଂହ. ମହାଭାରତ. ବନ