Jump to content

ଚଳିତ

ଉଇକିଅଭିଧାନ‌ରୁ

ଚଳିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ଚଳ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରସ୍ଥିତ; ଗତ — ୧. Gone; departed; preceded.
୨. ଅସ୍ଥିର ୨. Fickle.
୩. କମ୍ପିତ —୩. Trembling.
୪. ନିଯୁକ୍ତ —୪. Employed.

=== ସଂସ୍କୃତ - ବିଶେଷ୍ୟ - (+ଭାବ. ତ)

ଚଳନ; ଗତି — Motion; movement.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯାହା ଚଳୁଅଛି; ବ୍ୟବହୃତ; ପ୍ରଚଳିତ (କଥା) — Current; in vogue; in use.