Jump to content

ଚଳିଷ୍ଣୁ

ଉଇକିଅଭିଧାନ‌ରୁ

ଚଳିଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚଳ୍ ଧାତୁ+ଶୀଳାର୍ଥରେ. ଇଷ୍ଣୁ)

[ସମ୍ପାଦନା]
୧. ଗମନଶୀଳ; ଗତିବିଶିଷ୍ଟ —୧. Moving.
୨. ଗମନୋଦ୍ୟତ; ଗମନୋନ୍ନୁଖ —୨. About to go.