ଚଳି ମରିବା
ଅତ୍ୟନ୍ତ ବିରକ୍ତି ହେତୁରୁ ବିଷମ ମାନସିକ କଷ୍ଟ ବୋଧ କରିବା —To be mortified.
ଟେକି ଦିଅ ମୁଖ ଏ ଶୀତମୟୂଖଜିତ ହୋଇ ମତ୍ନ ଚଳ—କବିସୂର୍ଯ୍ୟ. ସଙ୍ଗୀତ