Jump to content

ଚଳୁଆ

ଉଇକିଅଭିଧାନ‌ରୁ

ଚଳୁଆ

ଉଚ୍ଚାରଣ

[ସମ୍ପାଦନା]
(ଚଳୋଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ରାଗାନ୍ୱିତ — ୧. Angry.
୨. କୋପନସ୍ୱଭାବ, ଚିଡ଼ଲ୍ — ୨. Of irritable disposition; passionate.

ଚଳୁଆ ସ୍ମରଶାର୍ଦ୍ଦୁଳକୁ ଯେବେ ଚର୍ବଣ କର ବୋଲି ଦେଲା ଏ ବେ—କବିସୂର୍ଯ୍ୟ, କବିତା