Jump to content

ଚଳୁକ

ଉଇକିଅଭିଧାନ‌ରୁ

ଚଳୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚଳ୍ ଧାତୁ+ପରିମାଣ ଅର୍ଥରେ . ଉକ)

[ସମ୍ପାଦନା]
୧. ମେଲା ହାତ ପାପୁଲି; ଗଣ୍ଡୂଷ — ୧. Space in the hollow of the open palm.
୨. ଚୂମୁକ; ଗଣ୍ଡୂଷ ପରିମିତ ଜଳ — ୨. That much water which can be contained in the hollow of the open palm; a handful of water.
୩. କ୍ଷୁଦ୍ର ପାତ୍ର —୩. A tiny water-pot.