ଚଳୁ କରିବା
ଦେଖଣା
ଚଳୁ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗଣ୍ଡୂଷ ପରିମିତ ଜଳ ପାନ କରିବା — ୧. To sip a handful of water.
ଏ ନାମ ଅଗସ୍ତି ଭାବିଲେ, ସାତ ସମୁଦ୍ର ଚଳୁ କଲେ ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା
- ୨. ବ୍ରାହ୍ମଣର ଖାଇବା ପୂର୍ବରୁ ଓ ପରେ ଚଳୁବିଧି ପାଳନ କରିବା —୨. To perform the rites of chaḻu before and after meals.
- ୩. (ଲକ୍ଷଣାର୍ଥ) ଭୋଜନ କରିବା — ୩. (fig) To eat.
- ୪. ଭୋଜନରେ ବସିବା —୪. To sit at meal.
- ୫. (ଲକ୍ଷଣାର୍ଥ) ଆତ୍ମାସାତ୍ କରିବା — ୫. (figurative) To appropriate.