ଚଳେନ୍ଦ୍ରିୟ
ଦେଖଣା
ଚଳେନ୍ଦ୍ରିୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଚଳ=ଚଞ୍ଚଳ; ବିଚଳିତ+ ଇନ୍ଦ୍ରିୟ)
[ସମ୍ପାଦନା]- ୧. ଅଜିତେନ୍ଦ୍ରିୟ ===
(ଚଳେନ୍ଦ୍ରିୟା—ସ୍ତ୍ରୀ)
(ଚଳେନ୍ଦ୍ରିୟତା—ବି)
୧. Lustful; one who has not his passions under control.
- ୨. ସାମାନ୍ୟ କାରଣରୁ ଯାହାର ଚିତ୍ତଚାଞ୍ଚଲ୍ୟ ଘଟେ — ୨. One who loses his balance of mind at a little provocation.
- ୩. ସାମାନ୍ୟ କାରଣରୁ ଯେ ରାଗିଯାଏ —୩. Irritable.
- ୪. ଅସ୍ଥିରଚିତ୍ତ —୪. Fickle-minded.