Jump to content

ଚଷା

ଉଇକିଅଭିଧାନ‌ରୁ

ଚଷା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - କୃଷ୍ ଧାତୁ=କର୍ଷଣ କରିବା)

[ସମ୍ପାଦନା]
୧. କର୍ଷଣ କାର୍ଯ୍ୟ; ଚଷିବା; କର୍ଷଣ —୧. Ploughing
୨. କୃଷକ; ଯେ ଚାଷ କରେ — ୨. Cultivator; peasant.
୩. ଓଡ଼ିଶାର କୃଷକଜାତି (ଶୂଦ୍ର) — ୩. The peasant class of Orissa.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ନାନା ଶ୍ରେଣୀର ଚଷା ଅଛନ୍ତି ତହିଁମଧ୍ୟରୁ ଓଡ଼ଚଷା, ଓଡ଼ପଧାନ, ଶୁଦ୍ଧଚଷା, ବେଣାଟିଆ, କଲୁତୁଆ ଏବଂ ଗୁଆଟିଆ ପ୍ରଧାନ

୧୯୧: ମସୀହା ସେନ୍ସ୍ସ୍ ରିପୋର୍ଟରେ ଓଡ଼ିଶାର ଚଷା ସଂଖ୍ୟା ୮/?/: ଲକ୍ଷ ଥିଲା; ମାତ୍ରା ୧୯୨୧: ମସୀହାର ରିପୋର୍ଟରେ ୭/?/: ଲକ୍ଷ ହୋଇଅଛି]

୪. (ଲକ୍ଷଣାର୍ଥ) ଇତର ଜନ —୪. (fig) One of the common people.
୫. ଅସଭ୍ୟ ବ୍ୟକ୍ତି —୫. An uncivilized person

ଦେଶଜ - ବିଶେଷଣ -

[ସମ୍ପାଦନା]

କୃଷ୍ଟ; ଯାହା ଚଷାଯାଇଅଛି —Ploughed.