ଚଷାପକ୍ଷୀ
ଦେଖଣା
ଚଷାପକ୍ଷୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ ଚାଷପକ୍ଷୀ)
[ସମ୍ପାଦନା]ଭରଦ୍ୱାଜ; ଭରତିଆପକ୍ଷୀ; ଭଦଭଦଳିଆ ପକ୍ଷୀ; ସ୍ୱର୍ଣ୍ଣଚାତକ; ଚଷାପୁଅ — The lark; the jay; the Indian roller; Coracias Indica.
[ଦ୍ରଷ୍ଟବ୍ୟ —ଏହା ଶାଖାଶ୍ରୟୀ ବର୍ଗର ଦେଢ଼ ଚାଖଣ୍ଡ ଲମ୍ୱ ପକ୍ଷୀ ସଂସ୍କୃତ - ନାମ ଚାଷ ପକ୍ଷୀ, ଭରଦ୍ୱାଜ ଏହାର ପକ୍ଷ ନୀଳ ବର୍ଣ୍ଣ, କଣ୍ଠ ନୀଳରକ୍ତ, ଥଣ୍ଟ କୁଆ ପରି କିନ୍ତୁ ଚେପଟା ଏହା ଶସ୍ୟ ଓ ପୋକ ଜୋକ ଖାଏ ବଙ୍ଗାଳୀ -ରେ ଏହାକୁ ନୀଳକଣ୍ଠ କହନ୍ତି କିନ୍ତୁ ସଂସ୍କୃତ - ନୀଳକଣ୍ଠର ଅର୍ଥ ନାଳ ମୟୂର, ଡାହୁକ ଓ ଖଞ୍ଜନ—ଯୋଗେଶ୍ଚନ୍ଦ୍ର ଏହା ଭୂମିରେ ଘାସ ମଧ୍ୟରେ ବସା ବାନ୍ଧେ, ଖୁବ୍ ଉଚ୍ଚକୁ ଉଡ଼ି ପାରେ, ଏହାର ସ୍ୱର ମଧୁର ହିନ୍ଦୀ - ଶବ୍ଦସାଗର]